୨୪, ମାର୍ଚ୍ଚ ସନ୍ଧ୍ୟା ୬ଟା ସମୟରେ କଟକର କାଠଯୋଡ଼ି ନଈବାଲିରେ ଏକ ବିଶାଳ ଜନସଭାକୁ
ବାପୁ ଉଦବୋଧନ ଦେଇଥିଲେ । କାଠଯୋଡ଼ି ବାଲିରେ ଅନୁଷ୍ଠିତ ସେ ଐତିହାସିକ ସଭାର ଏକ ମୁରାଲ
କଳାକୃତି ଏବେ ବେଲ୍ଭ୍ୟୁ ଠାରେ ଉନ୍ମୋଚିତ ହୋଇଛି ।