ଫଗୁଣ ପୂର୍ଣ୍ଣିମାର ଆକାଶ ଓ ସମୁଦ୍ର: ଚନ୍ଦ୍ରଭାଗା
ଫଗୁ ପୂର୍ଣ୍ଣିମାର ଆକାଶ ଓ ସମୁଦ୍ର ମିଶି ଏକ ଚମତ୍କାର ଚିତ୍ର ତିଆରି କରନ୍ତି ଚନ୍ଦ୍ରଭାଗାରେ । ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟର ମୂଳରେ ସବୁବେଳେ କବିତା ଇ ମୁଖ୍ୟ ଆକର୍ଷଣ । ଏ ସମୁଦ୍ର ଓ ଆକାଶକୁ ବର୍ଣ୍ଣନା କରିବାକୁ ଶବ୍ଦର କି ଆବଶ୍ୟକତା!!
କେଦାର ମିଶ୍ର
Mar 29, 2021
ଛାଇର ହାତ ଲମ୍ବିଯାଏ ଚନ୍ଦ୍ରକୁ ଛୁଇଁବା ପାଇଁ ।