ଭାରତ ମାଝୀ

ସମକାଳର ପ୍ରଖ୍ୟାତ କବି, ସମ୍ପାଦକ ଓ ଆଲୋଚକ
ଯଦି ମୁଁ ମରିଯାଏ ଆଜି
Apr 2, 2021
ନିଜ ମୃତ୍ୟୁକୁ ନେଇ ବହୁ କବି କବିତା ଲେଖିଛନ୍ତି । ସବୁ ମୃତ୍ୟୁ ଜୀବନର ଶେଷ ନୁହେଁ । ଅନେକ ସମୟରେ ମୃତ୍ୟୁ ଜୀବନର ଉତ୍ସବ ମନେ ହୋଇଛି କବିତାରେ । ଭାରତ ମାଝୀ ନିଜ ଜନ୍ମଦିନରେ ମୃତ୍ୟୁକୁ ନେଇ ଏକ କବିତା ଲେଖନ୍ତି । ତେବେ ଏ କବିତାରେ ଜୀବନ, ରାଜନୀତି ଓ ପ୍ରତିବାଦର ଏକ ବିଚିତ୍ର ରସାୟନ ରହିଛି । ସବୁଠୁ ବଡକଥା ହେଉଛି, ନିଜେ ନିଜକୁ କଟାକ୍ଷ କରିବାର ଦୁଃସାହସରୁ ଏ କବିତାର ଜନ୍ମ ।
କବିତା
Mar 27, 2021
ସମକାଳର ଭାରତୀୟ କବିତାରେ ଭାରତ ମାଝୀ ଏକ ଦୁର୍ଦ୍ଦାନ୍ତ ସ୍ଵର । ଯେ କୌଣସି ରୁକ୍ଷ ବାସ୍ତବତାକୁ କବିତାରେ ରୂପାନ୍ତରିତ କରିପାରିବାର କୁହୁକ ଭାରତଙ୍କ କଲମରେ ରହିଛି । ସେ ସାମାଜିକ ବାସ୍ତବତାର ନିଚ୍ଛକ ରୂପକାର, ହେଲେ ବାସ୍ତବତାର ଏକ ନିଆରା କଳାକର୍ମର ସେ ଆବିଷ୍କାରକ ।
କେବେ ଲିଭୁନଥିବା ଆଂଚର ଅନୁଭବ
Mar 6, 2021
ବର୍ତ୍ତମାନର ଓଡିଆ କବିତାରେ ଶୁଭଶ୍ରୀ ଶୁଭସ୍ମିତା ଅପରିଚିତ ନୁହଁନ୍ତି, କବିତାରେ ସେ ସର୍ବତ୍ର ସୁଦୃଶ୍ୟ ଓ ସମପରିମାଣରେ ଆଲୋଚିତ । ନିଜସ୍ୱ ଭାବନା ଓ ତାକୁ ବ୍ୟକ୍ତ କରିବାର ଭଙ୍ଗି ତାଙ୍କୁ ମୋ ଭାଷାର କବିତା-ପାଠକଙ୍କ ନିକଟତର କରିଚାଲିଛି ।