ବିଭୁ ପଟ୍ଟନାୟକ

ବିଶିଷ୍ଟ ଚିତ୍ରଶିଳ୍ପୀ ଓ ସମୀକ୍ଷକ
ପିଟର ସୋରିୟାନୋ, ଏପରି ଜଣେ ଭାସ୍କର୍ଯ୍ୟ ଶିଳ୍ପୀ ଯିଏ ବସ୍ତୁ ତିଆରି କରନ୍ତି ନାହିଁ
Apr 1, 2021
ପିଟର ସୋରିୟାନୋ, ଆଜିର ପୃଥିବୀର ଅନ୍ୟତମ ଶ୍ରେଷ୍ଠ ଭାସ୍କର ଓ ଚିତ୍ରଶିଳ୍ପୀ । ଆଧୁନିକ ଭାସ୍କର୍ୟ କ୍ଷେତ୍ରରେ ଅନେକ ନୂଆ ପ୍ରୟୋଗ କରିଥିବା ସୋରିୟାନୋଙ୍କ କଳାକୃତି ସମ୍ପର୍କରେ ଏକ ସମୀକ୍ଷା ପ୍ରସ୍ତୁତ କରିଛନ୍ତି ଦିଲ୍ଲୀରେ ରହୁଥିବା ପ୍ରଖ୍ୟାତ ଚିତ୍ରଶିଳ୍ପୀ ଓ କଳା ସମୀକ୍ଷକ ବିଭୁ ପଟ୍ଟନାୟକ ।