ଭୁବନେଶ୍ୱରରେ ଚୈତ୍ର ମଙ୍ଗଳବାରର ପ୍ରଥମ ପାଳି ଓଷା ପାଳନ

ହିନ୍ଦୁ କ୍ୟାଲେଣ୍ଡରର ଚୈତ୍ର ମାସରେ ଚୈତ୍ର ମଙ୍ଗଳବାର ଓଷା ପାଳନ କରାଯାଏ । ମାସର ପାଞ୍ଚ ମଙ୍ଗଳବାରରେ ଦେବୀ ମଙ୍ଗଳାଙ୍କୁ ପୂଜା କରାଯାଏ ।

Leave a comment