ଦେବଯାନୀ ତ୍ରିପାଠୀ

ଆମେରିକାରେ ରହୁଥିବା ଓଡିଆ କବି
ଚାଲ, ଆମେ ଆଜି ସମୁଦ୍ର ପାଲଟିଯିବା
Apr 8, 2021
ଦେବଯାନୀ ତ୍ରିପାଠୀଙ୍କ କବିତା ନିବିଡ଼ ତନ୍ମୟତାର ପ୍ରତିରୂପ । ସେ ଅନୁରାଗ ଓ ବିରାଗକୁ ଗୋଟିଏ ବିନ୍ଦୁରେ ସମାହିତ କରିପାରନ୍ତି । ତାଙ୍କ କବିତାରେ ଅନୁରକ୍ତି ଓ ବିଷାଦର ଏକ ବିଚିତ୍ର ସିମ୍ଫୋନି ଥାଏ । ସେ ପ୍ରେମ ଓ ବିଷାଦକୁ ଶବ୍ଦରେ ବଞ୍ଚନ୍ତି । ତାଙ୍କ କବିତା ଗୋଟେ ନିବିଡ଼ ବଞ୍ଚିବାର ସଂକଳ୍ପ ମାତ୍ର ।
ଯାହା କହି ପାରିଲି ନାହିଁ ତୁମକୁ
Mar 3, 2021
ତୁମେ ଗୋଟେ ଗପର ଆରମ୍ଭରେ ଛିଡା ହୋଇଥାଅ କେତେ ଚିହ୍ନା ଚିହ୍ନା ଲାଗେ ତୁମ ସ୍ଵର କେତେ ଚିହ୍ନା ଲାଗେ ତୁମ ମୁହଁ ମୁଁ କଥାର ଖିଅ ଯୋଡେ
ପ୍ରବାସୀ ପତ୍ର, ନିଜର ଆୟୁଷରେ ଲେଖା ହୋଇ ରହିଥିବା ମୋର କବିତା
Mar 1, 2021
କବିତା ଲେଖିଲା ବେଳେ ମୁଁ ଆଉ ମୁଁ ହୋଇ ନଥାଏ। ନିଜ ଭିତରେ ଛନ୍ଦି ହେଉଥାଏ,ବାରମ୍ବାର ନିଜ ଭିତରେ ବାଟ ଭୁଲୁଥାଏ। କେଜାଣି କଣ ହୁଏ ଭାବ ରାଜ୍ୟରେ ହଜିଲା ପରେ । ବେଳେବେଳେ ଧରା ଦିଅନ୍ତି ନାହିଁ ଶବ୍ଦ। ସେ ନିଶବ୍ଦତାରେ କେଉଁଠି ନା କେଉଁଠି କବିତାର କ୍ଷୀଣଧାର ଟିଏ ବହୁଥାଏ।