ଲୋପାମୁଦ୍ରା ପରିଡା

ଇଣ୍ଟିରିଅର
Mar 5, 2021
ତହିଁ ଆରଦିନ କକେଇଙ୍କୁ ଆଉ କହିବାକୁ ପଡ଼ିଲାନି ଯେ, ବୁଢାରେ ଏଠି ଆଉ ମନ ଲାଗୁନି । ଗାଁ କଥା ମନେପଡୁଛି । ଟିକଟ୍ ଟା କରିଦେ । ଗାଁ ଘରର ମାଟି କାନ୍ଥଟାର ଲିପାପୋଛା ବରଷକେ ନ କଲେ ଫାଟ ମେଲି ଆଁ ହେଵନି କି ଆଉ ।
ବିସ୍କୁଟ
Feb 23, 2021
ମୁଁ ଆଉ ମାମୁଲୁ ଯାଇ ପଚାରିଲୁ, 'କିରେ କଣ ? କାଇଁ ହାଉଳିଲୁ ? ଆରଥରକୁ ଆସିଲା ବେଳେ ତୋ ପାଇଁକି କଣ ଆଣିବୁ କହ ।' ସିଏ ଅନ୍ଦି ସନ୍ଦି ଚାହିଁ କୋକନ୍ଦି ମୋକନ୍ଦିକୁ ସେଇଠି ଥାପି କହିଲା 'ବିସୁକୁଟୁ' ଯାହା ଅଗରେ କି ଭିତେରେ କମଳା ମିଠା ନାଗିଥବ ।