Account
ନୃତ୍ୟ
ସ୍ବାସ୍ଥ୍ୟ
ସିନେମା
ସଂସ୍କୃତି
ସାକ୍ଷାତକାର
ସାହିତ୍ୟ ଖବର
ଭ୍ରମଣ
ଭାଷା
ଅନୁବାଦ
ଶିକ୍ଷା
ଇତିହାସରୁ
କ୍ରୀଡା
କବିତା
କଥା
ବିଜ୍ଞାନ ଓ ଗବେଷଣା
ଦୃଷ୍ଟିକୋଣ
ଲୋକକଳା
ପୁସ୍ତକ ସମୀକ୍ଷା
ଚିତ୍ରକଳା
We have moved to our new location: https://www.phytoon.com/odia
ଫୁରଲିଝରଣ ଜଳପ୍ରପାତର ମନୋରମ ଦୃଶ୍ୟରାଜି
ଓଡ଼ିଶାର ଭବାନୀପାଟଣାଠାରେ ଥିବା ଏହି ଜଳପ୍ରପାତଟି କର୍ଲାପାଟ ବନ୍ୟପ୍ରାଣୀ ଅଭୟାରଣ୍ୟ ନିକଟରେ ଅବସ୍ଥିତ ।
ଅଶ୍ବିନୀ କୁମାର ରଥ
Mar 17, 2021
Share
Facebook
Twitter
LinkedIn
Pinterest
କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାଠାରେ ସ୍ଥିତ ଫୁରଲିଝରଣ ଜଳପ୍ରପାତ
ଫୁରଲିଝରଣ ଜଳପ୍ରପାତ ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ଭବାନୀପାଟଣା ସହର ନିକଟରେ ଅବସ୍ଥିତ
ଫୁରଲିଝରଣ ଜଳପ୍ରପାତର ପ୍ରବେଶ ପଥ
ପାହାଚ ଉପରୁ ପାହାଡ଼ର ଅପୂର୍ବ ଦୃଶ୍ୟ
ପର୍ଯ୍ୟବେକ୍ଷଣ ସ୍ଥାନରୁ ପାହାଡ଼ର ମନୋରମ ଦୃଶ୍ୟ
ଝରଣାକୁ ଯିବା ରାସ୍ତାରେ ଥିବା ବିଭିନ୍ନ ମନୋରମ ଏବଂ ଔଷଧୀୟ ବୃକ୍ଷସମୁହ
ପାହାଡ଼ରୁ ଝରି ଆସୁଥିବା ଚିରସ୍ରୋତା ଝରଣାର ଅପରୂପ ଶୋଭା
ଏହି ମନ ମୁଗ୍ଧକାରୀ ପାହାଡ଼ୀ ଝରଣା ତଳକୁ ଯାଇ ସେ ଅଞ୍ଚଳର ମୁଖ୍ୟ ନଦୀ 'ଶଗଡ଼ା' ର ରୂପ ଧାରଣ କରିଛି
Leave a comment
Submit