ପ୍ରଣୟ ସୁଧା

ସମକାଳର ତରୁଣ କବି
ଅନ୍ୟମନସ୍କତା ଭାଙ୍ଗୁଥିବା ଏକ କବିତା ବହିର କଥା
Apr 3, 2021
ସୁମିତ ପଣ୍ଡା ଓ ତାଙ୍କ କବିତା ପାହାଡ଼ ଭଳି ଗୁରୁଗମ୍ଭୀର ନୁହେଁ , କିନ୍ତୁ ସେ ଓ ତାଙ୍କ କବିତା ଗୋଟେ ପାହାଡ଼ ଯାହା କୋଳକୁ ମେଘ ଫେରେ ପ୍ରତିଦିନ ସନ୍ଧ୍ୟାରେ । ଏବେ ଆପଣ ସେ ମେଘରେ ଭିଜିବେ କି ନ ଭିଜିବେ ସେଇଟା ଆପଣଙ୍କ ହୃଦୟ ଓ ଭାଗ୍ୟ ।
ସୂର୍ଯ୍ୟସ୍ନାତ ତ୍ରିପାଠୀଙ୍କ ମାଟି ମାଟି ଆକାଶ ଆକାଶ, ଏକ ଆଲୋଚନା
Mar 9, 2021
ଯେଉଁ ବହି ସରିନାହିଁ, କେବେ ସରିବାର ନାହିଁ ଓ ଯିଏ ବିତୁଛି ମୋ ଭିତରେ ଓ ମୁଁ ବିତୁଛି ଯାହା ଭିତରେ, ଧର ତାହା ଯଦି ଏକ ପୃଥିବୀ ତେବେ ସେ ପୃଥିବୀ ବାବଦକୁ କିଛି ଲେଖିବା ଭୁଲ କିମ୍ବା ପୃଥିବୀ ର ଅପମାନ ହବ । ଆପଣ ମାନେ ବି ସେ କବିତା ସଂକଳନ ‘ମାଟି ମାଟି ଆକାଶ ଆକାଶ’ ପଢନ୍ତୁ, ଏହା ଅନୁରୋଧ ନୁହେଁ ବରଂ ଉପଦେଶ ।
ଫୁଲଟିଏ ଝରିଗଲେ ସ୍ବପ୍ନ ଝରିପଡ଼େ ପୁଅ ଡୋଳାରୁ
Feb 25, 2021
କବି ସଂଜିତ କୁମାର ବଳଙ୍କ କବିତା ବହି "ଦୁଃଖର ନାଁ ନାଇଁ" ର ସମୀକ୍ଷା।