ଶୈଳେନ ରାଉତରାୟ

ଇଂରାଜୀ ଓ ଓଡିଆ ଭାଷାର ଆଲୋଚକ ଏବଂ ଲେଖକ
ତୁମକୁ ଯେ ପ୍ରେମ କରିବି
Mar 25, 2021
ଶୈଳେନ ରାଉତରାୟ ମୂଳତଃ ଆଲୋଚକ, ସେ କିନ୍ତୁ କବିତା ବି ଲେଖନ୍ତି । ତାଙ୍କ କବିତାରେ ଥାଏ ଗୋଟିଏ ନୀରବ ପ୍ରତିବାଦ, ଯାହାକି ହଠାତ ଚିତ୍ତକୁ ଚହଲାଇ ଦେଇପାରେ ।
ସମ୍ବଲପୁରରେ ୱାଲଡେନ୍; ଜୟନ୍ତ ମହାପାତ୍ରଙ୍କ ସହ ଏକ ବାର୍ତ୍ତାଳାପ
Mar 22, 2021
ଜୟନ୍ତ ମହାପାତ୍ର, ଇଂରାଜୀ ଓ ଓଡିଆ ଭାଷାର ଶିଖର କବି । ତାଙ୍କ ପରିଚୟ କେବଳ ସେ ନିଜେ । ଇଂରାଜୀ କବିତା ପାଇଁ ପ୍ରଥମ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ପାଇଥିବା ଜୟନ୍ତ ମହାପାତ୍ର କିନ୍ତୁ ଚିତ୍ତବୃତ୍ତିରେ ଷୋଳଅଣା ଓଡିଆ । କଟକର ତିନିକୋଣିଆ ବଗିଚାରେ ଆଜି ବି କବିତାର ବିପୁଳ ସଂସାରରେ ନିମଗ୍ନ କବି ଜୟନ୍ତ ମହାପାତ୍ରଙ୍କ ସହିତ ତରୁଣ ଆଲୋଚକ ଶୈଳେନ ରାଉତରାୟଙ୍କର ଏକ ଅନ୍ତରଙ୍ଗ ସାକ୍ଷାତକାର ।
ଜଣେ ଶହନଶାହ, ଗୋଟିଏ ହାତୀ ଓ ଜଣେ ଆଜ୍ଞାକାରୀ ଦାସ
Mar 12, 2021
ଆମେ ଏହା ମଧ୍ୟ ଦେଖୁ ଯେ, ସତର ଶତାବ୍ଦୀର ହିନ୍ଦୁ ଓ ମୁସଲମାନମାନେ ଯେ ପରସ୍ପର ଭିତରେ ଲଢ଼ୁଥିଲେ ତାହା ନୁହେଁ - ହିନ୍ଦୁ ଓ ମୁସଲମାନମାନେ ହିଆରେ ହିଆ ମିଶାଇ ଲଢ଼ୁଥିଲେ । ଯେମିତି ମାଲୋଜି ଭୋଁସଲେ ତଥା ମଲ୍ଲିକ ଅମ୍ବର । ସେବେ ଲୋକେ ନିଜକୁ କି ଅନ୍ୟମାନଙ୍କୁ ସବୁବେଳେ ବୋଧହୁଏ ହିନ୍ଦୁ କି ମୁସଲମାନ ଭଳି ସାମ୍ପ୍ରଦାୟିକ ଖୋପ ଦେଇ ଦେଖୁନଥିଲେ ।