Tag: ପ୍ରଜ୍ଞା ପାରମିତା ମହାନ୍ତି
ଘୂର୍ଣ୍ଣାୟମାନ
ପ୍ରଜ୍ଞା ପାରମିତା ମହାନ୍ତିମାର୍ଫତ-ଶରତ ଚନ୍ଦ୍ର ମହାନ୍ତି,ପୁରୀ, ଓଡିଶା
ଏହା ଚାରିପଟେ କକ୍ଷ ପଥେ ଘୂରିବୁଲୁଛି ଯେ ମୁଁଦିନ-ରାତି-ମାସ-ବର୍ଷ ଧରି ପ୍ରତି ନିୟତ |ମୋର ଯେ ଅଛି ନିର୍ଦ୍ଦିଷ୍ଟ ପରିସୀମା, ପରିଧିଆଉ ଅକ୍ଷପଥ ବି ନିର୍ଦ୍ଧାରିତ...
ତିନୋଟି ଏକପଦୀ
ପ୍ରଜ୍ଞା ପାରମିତା ମହାନ୍ତିମାର୍ଫତ-ଶରତ ଚନ୍ଦ୍ର ମହାନ୍ତି,ପୁରୀ, ଓଡିଶା
ଅତୀତ:ସମୟ ଯାହାର ବ୍ୟାପ୍ତି,କେବଳ ବିସ୍ତୃତିରୁ ବିସ୍ମୃତି;ପରିଣାମ-ଲାଭାଂଶ ବା କ୍ଷତିବର୍ତ୍ତମାନରେ ସହମତି |
ବର୍ତ୍ତମାନ:ସମୟ ଯାହାର ମାନ,ଏବେ ଯାଏଁ ମୂଲ୍ୟାୟନ;ଏକ ଅବସ୍ଥାର ସନ୍ଧିକ୍ଷଣ,ଅତୀତର ସମୀକ୍ଷାୟନ ଓଭବିଷ୍ୟତର ଆବାହନ |
ଭବିଷ୍ୟତ:ସମୟ...
ଅମୂର୍ତ୍ତ
ପ୍ରଜ୍ଞା ପାରମିତା ମହାନ୍ତିମାର୍ଫତ-ଶରତ ଚନ୍ଦ୍ର ମହାନ୍ତି,ପୁରୀ, ଓଡିଶା
ଏକ ଚେହେରା ବାରମ୍ବାର ମନେପଡେସମୟ ଅସମୟରେ,ଅସ୍ତବ୍ୟସ୍ତ ଲାଗେ ଭାରି, ମନ ଘାଣ୍ଟିହୁଏ, ଆକ୍ତାମାକ୍ତା କରେ |
ଇଛା ହୁଏ ଅଟକି ଯା'ନ୍ତା କି ସମୟଏଇ କିଛି ନିରୋଳାପଣରେ,କାହା...
ଜାଗୃତି
ପ୍ରଜ୍ଞା ପାରମିତା ମହାନ୍ତିମାର୍ଫତ-ଶରତ ଚନ୍ଦ୍ର ମହାନ୍ତି,ପୁରୀ, ଓଡିଶା
ଏକ ଅବଚେତନ ମନ, ଏକ ଖିଆଲି ଢଙ୍ଗ,ଏକ ଉଛୁଳା ବୟସର ଉତ୍ତାଳ ତରଙ୍ଗ |ତରଙ୍ଗାୟିତ ସମଗ୍ର ମନ-ମସ୍ତିଷ୍କ-ଅଙ୍ଗ |
ଏକ ଉଦଭ୍ରାନ୍ତ ଭାବନା ଓ ଭ୍ରାନ୍ତି,ଭ୍ରାନ୍ତିରୁ କ୍ଳାନ୍ତି….କ୍ଳାନ୍ତିରୁ...
ସଂଯୋଗ
ପ୍ରଜ୍ଞା ପାରମିତା ମହାନ୍ତିମାର୍ଫତ-ଶରତ ଚନ୍ଦ୍ର ମହାନ୍ତି,ପୁରୀ, ଓଡିଶା
ସଂଯୋଗବଶତଃ ଏକ ସଂଯୋଗ ବେଳାରେସୁଯୋଗ ପାଇଲି ଜଣେ (ସୌମ୍ୟ-ସୁଦର୍ଶନ ପ୍ରାୟ)ସୁଜନର |ସୌଜନ୍ୟତାମୂଳକ ସମ୍ଭାଷଣ, ପରେସର୍ତ୍ତହୀନ ସମୀକ୍ଷାୟନ ଦ୍ଵାର |ସୀମାହୀନ ସ୍ଵପ୍ନସବୁର ସମ୍ଭାବନାମୟ ପ୍ରତିଶ୍ରୁତିସାକାର ହେବାର ସଞ୍ଚରିତ...
ମହାମାରୀ
ପ୍ରଜ୍ଞା ପାରମିତା ମହାନ୍ତିମାର୍ଫତ-ଶରତ ଚନ୍ଦ୍ର ମହାନ୍ତି,ପୁରୀ, ଓଡିଶା
ଚାଲ ଫେରିଯିବା, ପୁଣି ଥରେ ସେଠାକୁ"ନିଡଫେରନ୍ତା", "ଘରବାହୁଡା"-ଏକାନ୍ତ, ସଙ୍ଗରୋଧ…ଅଥଚ ନିଶ୍ଚିନ୍ତ !ଥମିଯିବା ଟିକେ…ଅଟକି ଯିବା କିଛି ସମୟକାହାଲାଗି ଗଲା ପୁତ୍ର ବାହୁଡି ନଇଲା….ପୁତ୍ର ଏବେ ବାହୁଡି...
ଆମ ବିଦ୍ୟାଳୟ
ପ୍ରଜ୍ଞା ପାରମିତା ମହାନ୍ତିମାର୍ଫତ-ଶରତ ଚନ୍ଦ୍ର ମହାନ୍ତି,ପୁରୀ, ଓଡିଶା
ଭାରତ ବର୍ଷର ଉତ୍କଳ ପ୍ରଦେଶେବାଲେଶ୍ଵର ଜିଲ୍ଲା ମଧ୍ୟେଅବସ୍ଥିତ ଥିଲା ଆମ ବିଦ୍ୟାଳୟନେଇ ଛାତ୍ରଛାତ୍ରୀ ବୃନ୍ଦେ |୧|
ଥିଲୁ ଆମେ ଦିନେ ଏଇ ବିଦ୍ୟାଳୟେହୋଇ ଏକ...
ସ୍ଥିତି
ପ୍ରଜ୍ଞା ପାରମିତା ମହାନ୍ତିମାର୍ଫତ-ଶରତ ଚନ୍ଦ୍ର ମହାନ୍ତି,ପୁରୀ, ଓଡିଶା
ମୁଁ ତ ଚାହିଁଥିଲି ଖାଲିଚେନାଏ ଆକାଶ ଆଉ ମୁଠାଏ ମାଟି |ଯେଉଁଠି ମୁଁ ଥାପି ପାରିବିମୋର ଲୟ-ବିଲୟ-ସ୍ଥିତି |
ହେଲେ ?ହେଲେ, ତୁମେ ଜଗତପତି !ଦେଇଦେଲ ମୋତେଏ...
ଶିଳାଦିତ୍ୟର ଶିଳାଲିପି
ପ୍ରଜ୍ଞା ପାରମିତା ମହାନ୍ତିମାର୍ଫତ-ଶରତ ଚନ୍ଦ୍ର ମହାନ୍ତି,ପୁରୀ, ଓଡିଶା
ଏକ ଅନ୍ଵେଷଣର ଅଭିଯାନେ ବାହାରିଥିଲି ମୁଁଇତିହାସର ପର୍ଯ୍ୟାୟରୁ କାଢିବା ପାଇଁ ନିର୍ଯ୍ୟାସ |କାରକ- କ୍ରିୟାଶୀଳରୁ କ୍ରିୟାହୀନ, ଜୀବରୁ ଜୀବାଶ୍ମ |
ସଙ୍ଗୃହୀତ ଥିଲା ଯହିଁ ଅନେକ ମୂଲ୍ୟବାନ...