Home Tags ପ୍ରଜ୍ଞା ପାରମିତା ମହାନ୍ତି

Tag: ପ୍ରଜ୍ଞା ପାରମିତା ମହାନ୍ତି

ଘୂର୍ଣ୍ଣାୟମାନ

0
ପ୍ରଜ୍ଞା ପାରମିତା ମହାନ୍ତିମାର୍ଫତ-ଶରତ ଚନ୍ଦ୍ର ମହାନ୍ତି,ପୁରୀ, ଓଡିଶା ଏହା ଚାରିପଟେ କକ୍ଷ ପଥେ ଘୂରିବୁଲୁଛି ଯେ ମୁଁଦିନ-ରାତି-ମାସ-ବର୍ଷ ଧରି ପ୍ରତି ନିୟତ |ମୋର ଯେ ଅଛି ନିର୍ଦ୍ଦିଷ୍ଟ ପରିସୀମା, ପରିଧିଆଉ ଅକ୍ଷପଥ ବି ନିର୍ଦ୍ଧାରିତ...

ତିନୋଟି ଏକପଦୀ

0
ପ୍ରଜ୍ଞା ପାରମିତା ମହାନ୍ତିମାର୍ଫତ-ଶରତ ଚନ୍ଦ୍ର ମହାନ୍ତି,ପୁରୀ, ଓଡିଶା ଅତୀତ:ସମୟ ଯାହାର ବ୍ୟାପ୍ତି,କେବଳ ବିସ୍ତୃତିରୁ ବିସ୍ମୃତି;ପରିଣାମ-ଲାଭାଂଶ ବା କ୍ଷତିବର୍ତ୍ତମାନରେ ସହମତି | ବର୍ତ୍ତମାନ:ସମୟ ଯାହାର ମାନ,ଏବେ ଯାଏଁ ମୂଲ୍ୟାୟନ;ଏକ ଅବସ୍ଥାର ସନ୍ଧିକ୍ଷଣ,ଅତୀତର ସମୀକ୍ଷାୟନ ଓଭବିଷ୍ୟତର ଆବାହନ | ଭବିଷ୍ୟତ:ସମୟ...

ଅମୂର୍ତ୍ତ

0
ପ୍ରଜ୍ଞା ପାରମିତା ମହାନ୍ତିମାର୍ଫତ-ଶରତ ଚନ୍ଦ୍ର ମହାନ୍ତି,ପୁରୀ, ଓଡିଶା ଏକ ଚେହେରା ବାରମ୍ବାର ମନେପଡେସମୟ ଅସମୟରେ,ଅସ୍ତବ୍ୟସ୍ତ ଲାଗେ ଭାରି, ମନ ଘାଣ୍ଟିହୁଏ, ଆକ୍ତାମାକ୍ତା କରେ | ଇଛା ହୁଏ ଅଟକି ଯା'ନ୍ତା କି ସମୟଏଇ କିଛି ନିରୋଳାପଣରେ,କାହା...

ଜାଗୃତି

0
ପ୍ରଜ୍ଞା ପାରମିତା ମହାନ୍ତିମାର୍ଫତ-ଶରତ ଚନ୍ଦ୍ର ମହାନ୍ତି,ପୁରୀ, ଓଡିଶା ଏକ ଅବଚେତନ ମନ, ଏକ ଖିଆଲି ଢଙ୍ଗ,ଏକ ଉଛୁଳା ବୟସର ଉତ୍ତାଳ ତରଙ୍ଗ |ତରଙ୍ଗାୟିତ ସମଗ୍ର ମନ-ମସ୍ତିଷ୍କ-ଅଙ୍ଗ | ଏକ ଉଦଭ୍ରାନ୍ତ ଭାବନା ଓ ଭ୍ରାନ୍ତି,ଭ୍ରାନ୍ତିରୁ କ୍ଳାନ୍ତି….କ୍ଳାନ୍ତିରୁ...

ସଂଯୋଗ

0
ପ୍ରଜ୍ଞା ପାରମିତା ମହାନ୍ତିମାର୍ଫତ-ଶରତ ଚନ୍ଦ୍ର ମହାନ୍ତି,ପୁରୀ, ଓଡିଶା ସଂଯୋଗବଶତଃ ଏକ ସଂଯୋଗ ବେଳାରେସୁଯୋଗ ପାଇଲି ଜଣେ (ସୌମ୍ୟ-ସୁଦର୍ଶନ ପ୍ରାୟ)ସୁଜନର |ସୌଜନ୍ୟତାମୂଳକ ସମ୍ଭାଷଣ, ପରେସର୍ତ୍ତହୀନ ସମୀକ୍ଷାୟନ ଦ୍ଵାର |ସୀମାହୀନ ସ୍ଵପ୍ନସବୁର ସମ୍ଭାବନାମୟ ପ୍ରତିଶ୍ରୁତିସାକାର ହେବାର ସଞ୍ଚରିତ...

ମହାମାରୀ

0
ପ୍ରଜ୍ଞା ପାରମିତା ମହାନ୍ତିମାର୍ଫତ-ଶରତ ଚନ୍ଦ୍ର ମହାନ୍ତି,ପୁରୀ, ଓଡିଶା ଚାଲ ଫେରିଯିବା, ପୁଣି ଥରେ ସେଠାକୁ"ନିଡଫେରନ୍ତା", "ଘରବାହୁଡା"-ଏକାନ୍ତ, ସଙ୍ଗରୋଧ…ଅଥଚ ନିଶ୍ଚିନ୍ତ !ଥମିଯିବା ଟିକେ…ଅଟକି ଯିବା କିଛି ସମୟକାହାଲାଗି ଗଲା ପୁତ୍ର ବାହୁଡି ନଇଲା….ପୁତ୍ର ଏବେ ବାହୁଡି...

ଆମ ବିଦ୍ୟାଳୟ

0
ପ୍ରଜ୍ଞା ପାରମିତା ମହାନ୍ତିମାର୍ଫତ-ଶରତ ଚନ୍ଦ୍ର ମହାନ୍ତି,ପୁରୀ, ଓଡିଶା ଭାରତ ବର୍ଷର ଉତ୍କଳ ପ୍ରଦେଶେବାଲେଶ୍ଵର ଜିଲ୍ଲା ମଧ୍ୟେଅବସ୍ଥିତ ଥିଲା ଆମ ବିଦ୍ୟାଳୟନେଇ ଛାତ୍ରଛାତ୍ରୀ ବୃନ୍ଦେ |୧| ଥିଲୁ ଆମେ ଦିନେ ଏଇ ବିଦ୍ୟାଳୟେହୋଇ ଏକ...

ସ୍ଥିତି

0
ପ୍ରଜ୍ଞା ପାରମିତା ମହାନ୍ତିମାର୍ଫତ-ଶରତ ଚନ୍ଦ୍ର ମହାନ୍ତି,ପୁରୀ, ଓଡିଶା ମୁଁ ତ ଚାହିଁଥିଲି ଖାଲିଚେନାଏ ଆକାଶ ଆଉ ମୁଠାଏ ମାଟି |ଯେଉଁଠି ମୁଁ ଥାପି ପାରିବିମୋର ଲୟ-ବିଲୟ-ସ୍ଥିତି | ହେଲେ ?ହେଲେ, ତୁମେ ଜଗତପତି !ଦେଇଦେଲ ମୋତେଏ...

ସଂଘାତ

0
ପ୍ରଜ୍ଞା ପାରମିତା ମହାନ୍ତିମାର୍ଫତ-ଶରତ ଚନ୍ଦ୍ର ମହାନ୍ତି,ପୁରୀ, ଓଡିଶା କିଛି ହରେଇବାର ଯନ୍ତ୍ରଣାତ କିଛି ପାଇବାର କାମନାମୋ ପାଇଁ ଦୁଇଟା ଯାକର ମାନେ ଏକା ତ !ଯାହା କିଛି ପାଇବାର ଯୋଗ୍ୟ ଥାଏତାହା ହେଇଯାଏ...

ଶିଳାଦିତ୍ୟର ଶିଳାଲିପି

0
ପ୍ରଜ୍ଞା ପାରମିତା ମହାନ୍ତିମାର୍ଫତ-ଶରତ ଚନ୍ଦ୍ର ମହାନ୍ତି,ପୁରୀ, ଓଡିଶା ଏକ ଅନ୍ଵେଷଣର ଅଭିଯାନେ ବାହାରିଥିଲି ମୁଁଇତିହାସର ପର୍ଯ୍ୟାୟରୁ କାଢିବା ପାଇଁ ନିର୍ଯ୍ୟାସ |କାରକ- କ୍ରିୟାଶୀଳରୁ କ୍ରିୟାହୀନ, ଜୀବରୁ ଜୀବାଶ୍ମ | ସଙ୍ଗୃହୀତ ଥିଲା ଯହିଁ ଅନେକ ମୂଲ୍ୟବାନ...
Hostmart Combo Offer

Guru Kelucharan Mohapatra Awards Presented

0
Bhubaneswar: The concluding evening of the Award Festival on Wednesday witnessed the presentation of the prestigious NALCO Guru Kelucharan Mohapatra Award. This year, instead...

SPECIAL