Home Tags ଶ୍ରୀମତୀ ଉଷାରାଣୀ ରଥ

Tag: ଶ୍ରୀମତୀ ଉଷାରାଣୀ ରଥ

ଏତିକି ଅଳି

0
ଭାଇ ଓ ଭଉଣା ସାଥୀ ସହୋଦରତୁମକୁ ରହିଲା ମୋ ଛୋଟ ରାଣଟିବଣ-ବଣଜନ୍ତୁ ନଷ୍ଟ କରିବାନିରଖିବା ସମସ୍ତେ ଆଜି ପଣଟି (୧) ଗଛ କାଟିବାରୁ...

ଜୀବନ-ଦ୍ରବଣ

0
ଜୀବନଟା ରସାୟନ ବିଜ୍ଞାନର ଏକ ରାସାୟନିକ ପ୍ରକ୍ରିୟାୟା'ର ମୂଳ ଉପାଦାନ ଜନ୍ମ ଅବା ସୃଷ୍ଟିଆରମ୍ଭ ଶୈଶବରୁ-ସଂସାରହିଁ ମାଧ୍ୟମ ତା'ର (-) ଅନିର୍ଦ୍ଦିଷ୍ଟ-ବ୍ୟାପ୍ତ ଦୃଷ୍ଟିଭଙ୍ଗୀ...

ବୋଉ

0
କିଏ ଆରମ୍ଭିଲା ଅମୃତ ବୋଳା ଏ'ବୋଉ' ଶବ୍ଦ ପୁଣି 'ବୋଉର' ଡାକ'ବୋଉ' 'ବୋଉ' ଡାକି ଘରେ ପଶିଗଲେମିଳାଇ ଯାଏ ତ ସକଳ ଦୁଃଖ (୧)

ମୋ ଗାଁ

0
ସୁନ୍ଦର ଆମ ଗାଁ ଘରଫୁଲ ଫଳ ଭରା ବାଡ଼ି ବଗିଚ଼ାଭାରି ମନୋହର ଗଛ ଲତାସୁନ୍ଦର ପାଖ ଅଳକା ନଈ (୧) ସୁନ୍ଦର ସେଇ...

ଜୀବନ – ପାଠ

0
ଶ୍ରୀମତୀ ଉଷାରାଣୀ ରଥ,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଜୀବନ ଏକ କ୍ରିୟାଶୀଳ ବିଶେଷ୍ୟର ସମ୍ପାଦନସମାପନ ନୁହେଁ,ଯେତେବେଳେ କର୍ମମୟ ହୁଏ କରେ ବିଜ୍ଞାପନ,ବର୍ତ୍ତମାନ ଦେହେ (୧)

ମକର ଆସିଲା

0
ମକର ଆସୁଛି ବକ୍ର ହେବ ଦିନ ମକର ଚାଉଳ ମିଳିବ ପୁଣି ଖଜାଖୁସି ସଂଗେ କୋରା ଛେନା ମୁଣ୍ଡା ଅଦା ନଡ଼ିଆର ସୁଆଦ ଆଣି (୧) ଆମ୍ବବଉଳର ବାସନା ଆସୁଛି ବସନ୍ତ ଋତୁର ନେଇ ସମ୍ଭାର ସରସ୍ୱତୀଙ୍କର ଆଗମନ ଜାଣି ଆମ୍ବ, ଶିମ୍ବ,...

ଶିକ୍ଷକ ମୁଁ

0
ଚାହିଁ ନାହିଁ ମାନ କେବେ ଲୋଡ଼ିନାହିଁ ସନମାନ, ପାଇଥାଏ ବେଳେ ପୁଣି ଆକ୍ଷେପ ଓ ଅପମାନ । ରଖିନାହିଁ ମୁଁ ଆଶା କାହିଁ ପାଇବି ପ୍ରଶଂସା ବୋଲି, କରିଯାଏ କର୍ମ ପୁଣି କର୍ତ୍ତବ୍ୟର ବାହୁମେଲି । ଆବିଳତା ରାଗରୋଷ...
Hostmart Combo Offer

Guru Kelucharan Mohapatra Awards Presented

0
Bhubaneswar: The concluding evening of the Award Festival on Wednesday witnessed the presentation of the prestigious NALCO Guru Kelucharan Mohapatra Award.

SPECIAL