Home Tags Odia Poem

Tag: Odia Poem

ଏତିକି ଅଳି

0
ଭାଇ ଓ ଭଉଣା ସାଥୀ ସହୋଦରତୁମକୁ ରହିଲା ମୋ ଛୋଟ ରାଣଟିବଣ-ବଣଜନ୍ତୁ ନଷ୍ଟ କରିବାନିରଖିବା ସମସ୍ତେ ଆଜି ପଣଟି (୧) ଗଛ କାଟିବାରୁ...

ଜୀବନ-ଦ୍ରବଣ

0
ଜୀବନଟା ରସାୟନ ବିଜ୍ଞାନର ଏକ ରାସାୟନିକ ପ୍ରକ୍ରିୟାୟା'ର ମୂଳ ଉପାଦାନ ଜନ୍ମ ଅବା ସୃଷ୍ଟିଆରମ୍ଭ ଶୈଶବରୁ-ସଂସାରହିଁ ମାଧ୍ୟମ ତା'ର (-) ଅନିର୍ଦ୍ଦିଷ୍ଟ-ବ୍ୟାପ୍ତ ଦୃଷ୍ଟିଭଙ୍ଗୀ...

ବିଦାୟ ନିଅ କରୋନା ମାରୀ

0
ପୃଥିବୀ ସାରା ପଡିଛି ହୁରୀନାଁ ତା'ର କରୋନା ମାରୀଜନ-ଜୀବନ ଦେଲଣି ସାରି || ଚୀନ ଦେଶୁ ଜାତ କରୋନା ରାଜାଦେଶେ ଦେଶେ ବୁଲି...

ବୋଉ

0
କିଏ ଆରମ୍ଭିଲା ଅମୃତ ବୋଳା ଏ'ବୋଉ' ଶବ୍ଦ ପୁଣି 'ବୋଉର' ଡାକ'ବୋଉ' 'ବୋଉ' ଡାକି ଘରେ ପଶିଗଲେମିଳାଇ ଯାଏ ତ ସକଳ ଦୁଃଖ (୧)

ମୋ ଗାଁ

0
ସୁନ୍ଦର ଆମ ଗାଁ ଘରଫୁଲ ଫଳ ଭରା ବାଡ଼ି ବଗିଚ଼ାଭାରି ମନୋହର ଗଛ ଲତାସୁନ୍ଦର ପାଖ ଅଳକା ନଈ (୧) ସୁନ୍ଦର ସେଇ...

ଘୂର୍ଣ୍ଣାୟମାନ

0
ପ୍ରଜ୍ଞା ପାରମିତା ମହାନ୍ତିମାର୍ଫତ-ଶରତ ଚନ୍ଦ୍ର ମହାନ୍ତି,ପୁରୀ, ଓଡିଶା ଏହା ଚାରିପଟେ କକ୍ଷ ପଥେ ଘୂରିବୁଲୁଛି ଯେ ମୁଁଦିନ-ରାତି-ମାସ-ବର୍ଷ ଧରି ପ୍ରତି ନିୟତ |ମୋର...

ଜୀବନ – ପାଠ

0
ଶ୍ରୀମତୀ ଉଷାରାଣୀ ରଥ,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଜୀବନ ଏକ କ୍ରିୟାଶୀଳ ବିଶେଷ୍ୟର ସମ୍ପାଦନସମାପନ ନୁହେଁ,ଯେତେବେଳେ କର୍ମମୟ ହୁଏ କରେ ବିଜ୍ଞାପନ,ବର୍ତ୍ତମାନ ଦେହେ (୧)

ବୋଉ

0
ଶାତ୍ଵତୀ ଦାଶ ମିଠ। ମିଠ। କଥା ଅଟେ ଯାହାରଘର କାମେ ସଦା ବୁଡି ରହିଥାଏକେବେ ପଡ଼େ ନାହି ତା' ରବିବାରବୋଉ ଯେ ଅଟଇ...

ତିନୋଟି ଏକପଦୀ

0
ପ୍ରଜ୍ଞା ପାରମିତା ମହାନ୍ତିମାର୍ଫତ-ଶରତ ଚନ୍ଦ୍ର ମହାନ୍ତି,ପୁରୀ, ଓଡିଶା ଅତୀତ:ସମୟ ଯାହାର ବ୍ୟାପ୍ତି,କେବଳ ବିସ୍ତୃତିରୁ ବିସ୍ମୃତି;ପରିଣାମ-ଲାଭାଂଶ ବା କ୍ଷତିବର୍ତ୍ତମାନରେ ସହମତି |

ଅମୂର୍ତ୍ତ

0
ପ୍ରଜ୍ଞା ପାରମିତା ମହାନ୍ତିମାର୍ଫତ-ଶରତ ଚନ୍ଦ୍ର ମହାନ୍ତି,ପୁରୀ, ଓଡିଶା ଏକ ଚେହେରା ବାରମ୍ବାର ମନେପଡେସମୟ ଅସମୟରେ,ଅସ୍ତବ୍ୟସ୍ତ ଲାଗେ ଭାରି, ମନ ଘାଣ୍ଟିହୁଏ, ଆକ୍ତାମାକ୍ତା କରେ...
Hostmart Combo Offer

Guru Kelucharan Mohapatra Awards Presented

0
Bhubaneswar: The concluding evening of the Award Festival on Wednesday witnessed the presentation of the prestigious NALCO Guru Kelucharan Mohapatra Award.

SPECIAL