Tag: Odia Poem
ଏତିକି ଅଳି
ଭାଇ ଓ ଭଉଣା ସାଥୀ ସହୋଦରତୁମକୁ ରହିଲା ମୋ ଛୋଟ ରାଣଟିବଣ-ବଣଜନ୍ତୁ ନଷ୍ଟ କରିବାନିରଖିବା ସମସ୍ତେ ଆଜି ପଣଟି (୧)
ଗଛ କାଟିବାରୁ ନିବୃତ୍ତ ହୋଇବାପ୍ରବର୍ତ୍ତାଇବା ପୁଣି ଅନ୍ୟମାନଙ୍କୁଜଙ୍ଗଲ ନଷ୍ଟରୁ ସ୍ଵଳ୍ପ ବୃଷ୍ଟିପାତବଞ୍ଚାଇବା ପୁଣି...
ଜୀବନ-ଦ୍ରବଣ
ଜୀବନଟା ରସାୟନ ବିଜ୍ଞାନର ଏକ ରାସାୟନିକ ପ୍ରକ୍ରିୟାୟା'ର ମୂଳ ଉପାଦାନ ଜନ୍ମ ଅବା ସୃଷ୍ଟିଆରମ୍ଭ ଶୈଶବରୁ-ସଂସାରହିଁ ମାଧ୍ୟମ ତା'ର (-)
ଅନିର୍ଦ୍ଦିଷ୍ଟ-ବ୍ୟାପ୍ତ ଦୃଷ୍ଟିଭଙ୍ଗୀ ସହସୃଜନଶୀଳ ମନୋଭାବ ରଖିବ୍ୟବହାର ଦିଏ ଅପରିପୃକ୍ତ ଦ୍ରବଣ ପରିଯେତେ ଦ୍ରବ...
ବିଦାୟ ନିଅ କରୋନା ମାରୀ
ପୃଥିବୀ ସାରା ପଡିଛି ହୁରୀନାଁ ତା'ର କରୋନା ମାରୀଜନ-ଜୀବନ ଦେଲଣି ସାରି ||
ଚୀନ ଦେଶୁ ଜାତ କରୋନା ରାଜାଦେଶେ ଦେଶେ ବୁଲି ଦେଉଛି ସଜାଭାରତେ ଆସିଛି ଉଡାଇ ଧ୍ୱଜା ||
ଅଛନ୍ତି ଆମର ସଶସ୍ତ୍ର...
ବୋଉ
କିଏ ଆରମ୍ଭିଲା ଅମୃତ ବୋଳା ଏ'ବୋଉ' ଶବ୍ଦ ପୁଣି 'ବୋଉର' ଡାକ'ବୋଉ' 'ବୋଉ' ଡାକି ଘରେ ପଶିଗଲେମିଳାଇ ଯାଏ ତ ସକଳ ଦୁଃଖ (୧)
'ବୋଉ' ମୁହଁ ଦେଖି ଘରୁ ବାହାରିଲେସବୁ କାର୍ଯ୍ୟ ଶୁଭ...
ମୋ ଗାଁ
ସୁନ୍ଦର ଆମ ଗାଁ ଘରଫୁଲ ଫଳ ଭରା ବାଡ଼ି ବଗିଚ଼ାଭାରି ମନୋହର ଗଛ ଲତାସୁନ୍ଦର ପାଖ ଅଳକା ନଈ (୧)
ସୁନ୍ଦର ସେଇ ପାଣି ପବନବହୁ ଆଦରର ସାଇ ପଡ଼ିଶାମନ୍ତ୍ରରେ ମୁଖର ଠାକୁର ବେଢ଼ାସୁନ୍ଦରର...
ଘୂର୍ଣ୍ଣାୟମାନ
ପ୍ରଜ୍ଞା ପାରମିତା ମହାନ୍ତିମାର୍ଫତ-ଶରତ ଚନ୍ଦ୍ର ମହାନ୍ତି,ପୁରୀ, ଓଡିଶା
ଏହା ଚାରିପଟେ କକ୍ଷ ପଥେ ଘୂରିବୁଲୁଛି ଯେ ମୁଁଦିନ-ରାତି-ମାସ-ବର୍ଷ ଧରି ପ୍ରତି ନିୟତ |ମୋର ଯେ ଅଛି ନିର୍ଦ୍ଦିଷ୍ଟ ପରିସୀମା, ପରିଧିଆଉ ଅକ୍ଷପଥ ବି ନିର୍ଦ୍ଧାରିତ...
ଜୀବନ – ପାଠ
ଶ୍ରୀମତୀ ଉଷାରାଣୀ ରଥ,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ
ଜୀବନ ଏକ କ୍ରିୟାଶୀଳ ବିଶେଷ୍ୟର ସମ୍ପାଦନସମାପନ ନୁହେଁ,ଯେତେବେଳେ କର୍ମମୟ ହୁଏ କରେ ବିଜ୍ଞାପନ,ବର୍ତ୍ତମାନ ଦେହେ (୧)
ୟା'ର ବ୍ୟାକରଣ ପ୍ରକାଶ କରାଏ ପରିବେଶରନୀତି ନିୟମରେ,ବୟସର ପରିମିତି ମାପି ହୁଏ...
ବୋଉ
ଶାତ୍ଵତୀ ଦାଶ
ମିଠ। ମିଠ। କଥା ଅଟେ ଯାହାରଘର କାମେ ସଦା ବୁଡି ରହିଥାଏକେବେ ପଡ଼େ ନାହି ତା' ରବିବାରବୋଉ ଯେ ଅଟଇ ନାମ ତାହାର (୧)
ଭାରି ସୁଆଦ ତା' ହାତ ରାନ୍ଧଣାଆହା କି...
ତିନୋଟି ଏକପଦୀ
ପ୍ରଜ୍ଞା ପାରମିତା ମହାନ୍ତିମାର୍ଫତ-ଶରତ ଚନ୍ଦ୍ର ମହାନ୍ତି,ପୁରୀ, ଓଡିଶା
ଅତୀତ:ସମୟ ଯାହାର ବ୍ୟାପ୍ତି,କେବଳ ବିସ୍ତୃତିରୁ ବିସ୍ମୃତି;ପରିଣାମ-ଲାଭାଂଶ ବା କ୍ଷତିବର୍ତ୍ତମାନରେ ସହମତି |
ବର୍ତ୍ତମାନ:ସମୟ ଯାହାର ମାନ,ଏବେ ଯାଏଁ ମୂଲ୍ୟାୟନ;ଏକ ଅବସ୍ଥାର ସନ୍ଧିକ୍ଷଣ,ଅତୀତର ସମୀକ୍ଷାୟନ ଓଭବିଷ୍ୟତର ଆବାହନ |
ଭବିଷ୍ୟତ:ସମୟ...
ଅମୂର୍ତ୍ତ
ପ୍ରଜ୍ଞା ପାରମିତା ମହାନ୍ତିମାର୍ଫତ-ଶରତ ଚନ୍ଦ୍ର ମହାନ୍ତି,ପୁରୀ, ଓଡିଶା
ଏକ ଚେହେରା ବାରମ୍ବାର ମନେପଡେସମୟ ଅସମୟରେ,ଅସ୍ତବ୍ୟସ୍ତ ଲାଗେ ଭାରି, ମନ ଘାଣ୍ଟିହୁଏ, ଆକ୍ତାମାକ୍ତା କରେ |
ଇଛା ହୁଏ ଅଟକି ଯା'ନ୍ତା କି ସମୟଏଇ କିଛି ନିରୋଳାପଣରେ,କାହା...